Personalized
Horoscope

କର୍କଟ ବାର୍ଷିକ ରାଶିଫଳ 2025

ଏହି ବର୍ଷ ପାଇଁ କର୍କଟ ବାର୍ଷିକ ରାଶିଫଳ 2025 ବିଶେଷ ରୂପରେ କର୍କଟ ରାଶି ଲୋକଙ୍କ ପାଇଁ ତିଆରି କରାଯାଇଛି। ଏହି ଭବିଷ୍ୟଫଳ ମାଧ୍ୟମରୁ ଆପଣଙ୍କୁ ଜୀବନର ବିଭିନ୍ନ କ୍ଷେତ୍ର ଯେପରି କି ଆର୍ଥିକ ଜୀବନ, କ୍ୟାରୀଅର, ପ୍ରେମ, ବିବାହ, ପରିବାର, ସ୍ବାସ୍ଥ୍ୟ, ବ୍ୟବସାୟ ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ସୂଚନା ପ୍ରାପ୍ତ ହେବ ଯାହା ବୈଦିକ ଶାସ୍ତ୍ର ଉପରେ ଆଧାରିତ। ଏବେ ଆମେ ଡେରି ନ କରି ଆଗକୁ ବଢ଼ିବା ଓ ଜାଣିବା କର୍କଟ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ 2025 କ’ଣ ରଖିଛି।

କର୍କଟ ବାର୍ଷିକ ରାଶିଫଳ 2025

Read in English - Cancer Yearly Horoscope 2025

ବୈଦିକ ଜ୍ଯୋତିଷଶାସ୍ତ୍ର ଅନୁସାରେ, ରାଶି ଚକ୍ରରେ ଚତୁର୍ଥ ରାଶି ହେଉଛି କର୍କଟ ରାଶି ଯାହା କି ଜଳ ତତ୍ଵର ରାଶି। କର୍କଟ ରାଶିର ଅଧିପତି ଚନ୍ଦ୍ର ଦେବ ଅଟନ୍ତି। ଏପରି ସ୍ଥିତିରେ, ବର୍ଷ 2025 କର୍କଟ ରାଶିର ଲୋକଙ୍କ ପାଇଁ ମିଶାମିଶି ପରିଣାମ ଆଣିବ କାରଣ ଶନି ମହାରାଜ ଆପଣଙ୍କର ସପ୍ତମ ଓ ଅଷ୍ଟମ ଘରର ସ୍ବାମୀ ରୂପରେ ଆପଣଙ୍କର ଅଷ୍ଟମ ଘରେ ରହିବେ। ଏହି ଘରେ ଶନି ଦେବଙ୍କର ଉପସ୍ଥିତି ଡୈୟା ଦର୍ଶାଉଛି। ଏହାର ପରିଣାମ ସ୍ବରୂପ, ଲୋକଙ୍କୁ କାର୍ଯ୍ୟରେ ବଧ ଓ ଡେରିର ସମସ୍ଯା ସାମ୍ନା କରିବାକୁ ପଡ଼ିବ।

ଏହି ବାର୍ଷିକ ରାଶିଫଳ 2025 ଅନୁସାରେ, ଏହି ବର୍ଷ ଅପ୍ରିଲ 2025 ପର୍ଯ୍ୟନ୍ତ ଗୁରୁ ଗ୍ରହ ଆପଣଙ୍କର ନବମ ଘରର ସ୍ବାମୀ ଭାବରେ ଏକାଦଶ ଘରେ ରହିବେ ଓ ଏହା ଆପଣଙ୍କର କାର୍ଯରେ ସକାରାତ୍ମକ ପରିଣାମ ଓ ଜୀବନରେ ସମୃଦ୍ଧି ପ୍ରଦାନ୍ କରିବେ। କିନ୍ତୁ, ଆପଣଙ୍କର ପ୍ରେମ ଜୀବନ ଓ କ୍ୟାରୀଅରକୁ ଦୁର୍ବଳ କରିପାରନ୍ତି। ମଈ 2025 ରୁ ବୃହସ୍ପତି ଆପଣଙ୍କର ରାଶିର ଦ୍ଵାଦଶ ଘରେ ପ୍ରବେଶ କରିବେ ଯାହାଫଳରେ ଆଧ୍ୟାତ୍ମିକ ଗତିବିଧି ସହିତ ଜଡ଼ିତ ହେବା ଆପଣଙ୍କୁ ମୁକ୍ତ କରିବ।

ଛାୟା ଗ୍ରହ ରାହୁ ଅଷ୍ଟମ ଘରେ ଓ କେତୁ ଦ୍ଵିତୀୟ ଘରେ ରହିବେ। ଏହି ବର୍ଷ ଏହା ଆପଣଙ୍କର ପ୍ରଗତିର ଗତି ଧୀର କରି ଆପଣଙ୍କୁ ଅସଫଳତା ପ୍ରଦାନ କରିବେ। ଏହା ବ୍ୟତୀତ, ରାହୁ ଓ କେତୁଙ୍କର ଏହି ସ୍ଥିତି ପାର୍ଟନର ସହିତ ଆପଣଙ୍କର ସମ୍ପର୍କ ଦୁର୍ବଳ କରିପାରେ ଯେଉଁଥିପାଇଁ ଆପଣ ଦୁହିଙ୍କ ମଧ୍ୟରେ ତାଳମେଳର ଅଭାବ ଦେଖାଯିବ। କ୍ୟାରୀଅର ଓ ସମ୍ପର୍କରେ ଆପଣଙ୍କୁ ମାନ-ସମ୍ମାନର ହ୍ରାସ ସାମ୍ନା କରିବା ପାଇଁ ପଡ଼ିବ।

କର୍କଟ ବାର୍ଷିକ ରାଶିଫଳ ଅନୁସାରେ, ବର୍ଷ 2025 ରେ କର୍କଟ ରାଶି ଲୋକଙ୍କୁ ବିନିଯୋଗ କିମ୍ବା ସମ୍ପର୍କ ସହିତ ଜଡ଼ିତ କୌଣସି ବଡ଼ ନିଷ୍ପତି ନେବା ସମୟରେ ଧର୍ଯ୍ୟ ରଖିବାକୁ ପଡ଼ିବ। ଏହି ଲୋକଙ୍କର ସମ୍ପର୍କରେ କିଛି ସମସ୍ଯା ଆସିପାରେ ଯାହା ଜୀବନସାଥୀ ସହିତ ସମ୍ପର୍କରେ ବିବାଦ ହୋଇପାରେ।

ଯେପରି ଆମେ କହିଛୁ ଶନି ମହାରାଜ ଆପଣଙ୍କର ସପ୍ତମ ଘରେ ଓ ଅଷ୍ଟମ ଘରର ସ୍ବାମୀ ଯିଏ ଏହି ବର୍ଷ 13 ଜୁଲାଇ 2025 ରୁ 28 ନଭେମ୍ବର 2025ର ଅବଧିରେ ବକ୍ରୀ ରହିବେ। ଏହାର ପରିଣାମସ୍ବରୂପ ଏହି ସମୟ ଆପଣଙ୍କ କ୍ୟାରୀଅର ପାଇଁ ଉଦାସୀନ ଅନୁଭବ କରିବେ ଓ ସମ୍ପର୍କରେ ପାରସ୍ପରିକ ତାଳମେଳ କମ ରହିବ। ସମ୍ଭାବନା ଅଛି ଯେ ଏହି ସମୟରେ କରାଯାଇଥିବା ପରିଶ୍ରମ ପାଇଁ ଆପଣଙ୍କୁ ପ୍ରଶଂସା ମିଳିବ୍ ନାହିଁ ଓ ଏହା ଆପଣଙ୍କର ଚିନ୍ତାର କାରଣ ହେବ। କର୍କଟ ରାଶି ଲୋକଙ୍କ ପାଇଁ ଶନି ସପ୍ତମ ଘରର ସ୍ବାମୀ ସେଥିପାଇଁ ଜୀବନସାଥୀ ସହିତ ଆପଣଙ୍କର ସମ୍ପର୍କ ପ୍ରଭାବିତ ହେବ। ସାଙ୍ଗରେ, ଆପଣଙ୍କର ତାଙ୍କ ସହିତ ସମସ୍ଯା ହୋଇପାରେ। ଏହି ଅବଧିରେ ପାର୍ଟନର ସହିତ ସମ୍ପର୍କ ଭଲ ରଖିବା ପାଇଁ ଧର୍ଯ୍ୟ ରଖିବାକୁ ପଡ଼ିବ କାରଣ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ।

ଅପ୍ରିଲ 2025 ପର୍ଯ୍ୟନ୍ତ ନବମ ଘରେ ବସିଥିବା ବୃହସ୍ପତି ଦେବଙ୍କର ସ୍ଥିତି ଆପଣଙ୍କ ପାଇଁ ଅନୁକୂଳ କୁହାଯିବ। ଏପରି ପରିସ୍ଥିତିରେ, ବର୍ଷର ପ୍ରଥମ ଭାଗରେ ଆପଣ ଗୁରୁ ଗ୍ରହଙ୍କ ଠାରୁ ଶୁଭ ଫଳ ପ୍ରାପ୍ତ କରିବେ।

ଚାଲନ୍ତୁ ଏବେ ଆଗକୁ ବଢ଼ିବା ଓ ଜାଣିବା କର୍କଟ ରାଶି ପାଇଁ ବାର୍ଷିକ ରାଶିଫଳ ବିଷୟରେ।

ଆଷ୍ଟ୍ରୋବାର୍ତ୍ତା : ଆମର ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ପାଆନ୍ତୁ ସମସ୍ତ ସମସ୍ୟାର ସମାଧାନ।

କର୍କଟ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: କ୍ୟାରୀଅର

କର୍କଟ ରାଶି ବାର୍ଷିକ ରାଶିଫଳ ଅନୁସାରେ ଆସନ୍ତା ବର୍ଷରେ କର୍କଟ ରାଶି ଲୋକଙ୍କ କ୍ୟାରୀଅର ପାଇଁ ଅପ୍ରିଲ 2025 ଯାଏଁ ଅନୁକୂଳ ସମୟ ରହିବ। ଏହି ଅବଧିରେ ଆପଣଙ୍କର କ୍ୟାରୀଅର ପ୍ରଗତିର ମାର୍ଗରେ ଆଗକୁ ବଢ଼ିବ କରଣ ଗୁରୁ ଗ୍ରହ ଆପଣଙ୍କର ଏକାଦଶ ଘରେ ଅନୁକୂଳ ସ୍ଥିତିରେ ରହିବେ। କିନ୍ତୁ କ୍ୟାରୀଅରର କାରକ ଗ୍ରହ ରୂପରେ ଶନି ଦେବ ଆପଣଙ୍କ ଅଷ୍ଟମ ଘରେ ରହିବେ ଯେଉଁଥିପାଇଁ ଆପଣଙ୍କୁ ଚାପ ଅନୁଭବ ହେବ।

ହୋଇପାରେ କି ନୂଆ ବର୍ଷରେ କାର୍ଯ୍ୟକ୍ଷେତ୍ରରେ ଆପଣ ପରିଶ୍ରମ କରିବେ କିନ୍ତୁ ଆପଣଙ୍କ କାମ ପରିଚିତ ହେବ ନାହିଁ। ଉନ୍ନତି କରିବାରେ ଆପଣ ପଛରେ ପଢ଼ିପାରନ୍ତି। ଯଦି ଆପଣଙ୍କର ବ୍ୟବସାୟ ଅଛି ସେଥିରେ ଲାଭ କମ ଦେଖାଜୀବ। କର୍କଟ ବାର୍ଷିକ ରାଶିଫଳ 2025 କହୁଛି ଯେ ଏହି ସମୟରେ ଆପଣଙ୍କୁ କ୍ୟାରୀଅର କ୍ଷେତରେ ଚାକିରିରେ ପରିବର୍ତ୍ତନ କିମ୍ବା ନୂଆ ଚାକିରି ଆରମ୍ଭ କରିବା ନିଷ୍ପତି ନେବା ଠାରୁ ଦୂରୀ ରହିବା ଉଚିତ। ଏହି ପ୍ରକାର ବ୍ୟବସାୟ କରୁଥିବା ଲୋକଙ୍କୁ ଲାଭ ପ୍ରାପ୍ତି କରିବାର ଆଶା ସୀମିତ କରିବାକୁ ପଡ଼ିବ। ସାଙ୍ଗରେ ଏହି ଲୋକଙ୍କୁ ନିଜର ଲକ୍ଷ ପୂର୍ଣ କରିବା ରାସ୍ତା ଅସୁବିଧା ସାମ୍ନା କରିବାକୁ ପଡ଼ିପାରେ।

କର୍କଟ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଆର୍ଥିକ ଜୀବନ

କର୍କଟ ରାଶିଫଳ 2025 କହୁଛି ଯେ ଅଶାନ୍ତ ବର୍ଷ ଆୟର୍ୟଲ ମାସ ପର୍ଯ୍ୟନ୍ତ କର୍କଟ ରାଶି ଲୋକଙ୍କ ଆର୍ଥିକ ଜୀବନ ପାଇଁ ଭଲ ରହିବ। ଏହି ସମୟରେ ପର୍ଯ୍ୟାପ୍ତ ଧନ ପ୍ରାପ୍ତ ହେବ ଓ ଆପଣା ସଞ୍ଚୟ ମଧ୍ୟ କରିପାରିବେ। କିନ୍ତୁ ଆର୍ଥିକ ଜୀବନରେ ଉନ୍ନତି ଆପଣଙ୍କୁ ତୁରନ୍ତ ମିଳିବ ନାହିଁ। ଏହା ଆପଣଙ୍କ ପାଖକୁ ଧୀର ଗତିରେ ଆସିବ। ଏହା ଏଥିପାଇଁ ହେବ କାରଣ ଆପଣଙ୍କ ଅଷ୍ଟମ ଘରେ ଶନି ଉପସ୍ଥିତ ରହିବ।

ଶନି ମହାରାଜଙ୍କର ଏହି ସ୍ଥିତି ଏହି ବର୍ଷ ଆପଣଙ୍କ ଖର୍ଚ୍ଚ ବଢ଼ାଇବ। ଏପରି ପରିସ୍ଥିତିରେ, ଏହା ଆପଣଙ୍କର ସୁଖ ସୁବିଧା ବଢ଼ାଇବ। ମଈ 2025 ପରେ ସମୟ ଅବସ୍ଥାକୁ ସୁଧାରିବ।

ମଈ 2025 ରଉକେତୁ ଆପଣଙ୍କର ଦ୍ଵିତୀୟ ଘରେ ଓ ରାହୁ ଅଷ୍ଟମ ଘରେ ରହିବେ। ଏହା ଆପଣଙ୍କର ଧନକୁ ପ୍ରଭାବିତ କରିବ ସେଥିପାଇଁ ଆପଣଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି।

ଆପଣ ଓ ଆପଣଙ୍କ ଜୀବନସାଥୀର ନାମ ଦ୍ବାରା କେତୋଟି ଗୁଣ ମିଶୁଛି? ଜାଣିବା ପାଇଁ ବେ କ୍ଲିକ କରନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ

କର୍କଟ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଶିକ୍ଷା

କର୍କଟ ରାଶିଫଳ 2025 ବିଷୟରେ କହିଲେ ଅଶାନ୍ତ ବର୍ଷ ଅପ୍ରିଲ ମାସ ପର୍ଯ୍ୟନ୍ତ ସମୟ ଶିକ୍ଷା ଦୃଷ୍ଟିରୁ ଭଲ ରହିବ ଓ ଆପଣଙ୍କର ପ୍ରଦର୍ଶନ ପଢ଼ାରେ ଭଲ ରହିବ କାରଣ ଜ୍ଞାନର କାରକ ଗ୍ରହ ବୃହସ୍ପତି ଆପଣଙ୍କର ଏକାଦଶ ଘରେ ରହିବେ। ଗୁରୁ ଗ୍ରହଙ୍କର ଆଶୀର୍ବାଦ ଦ୍ବାରା ଆପଣଙ୍କର ଶିକ୍ଷାରେ ସ୍ଥିତି ଭଲ ରହିବ ଓ ଆପଣ ଅପାର ସଫଳତା ହାସଲ କରିବାକୁ ସକ୍ଷମ ହେବେ।

କିନ୍ତୁ ଅଷ୍ଟମ ଘରେ ଶନି ମହାରାଜଙ୍କ ସ୍ଥିତି ଯୋଗୁଁ ଆପଣଙ୍କର ପଢ଼ାରେ ସମସ୍ଯା ଆସିପାରେ କାରଣ ଆପଣଙ୍କର ଏକାଗ୍ରତା ଦୁର୍ବଳ ହୋଇପାରେ।

ଏହି ଘରେ ଥିବା ଶନି ଅଧୀୟନରୁ ଅପାଙ୍କର ଧ୍ୟାନ ବିଭ୍ରାନ୍ତ କରିପାରନ୍ତି ଯାହା ଫଳରେ ଆପଣ ଦୁଖୀ ହେବ । ଯଦି ଆପଣ ଉଛ ଶିକ୍ଷା ଇଟୁଆଦି ସହିତ ଜଡ଼ିତ ବଡ଼ ନିଷ୍ପତି ନେବାକୁ ଚାହୁଁଛନ୍ତି ତେବେ ଅପ୍ରିଲ 2025 ରେ ଆପଣଙ୍କୁ ଅଧୀୟନ ସମ୍ବନ୍ଧିତ ନିଷ୍ପତି ନେବାକୁ ଏଡ଼ାଇବାକୁ ପଡ଼ିବ ଅନ୍ୟଥା ଏହା ଆପଣଙ୍କୁ ନିରାଶ କରିପାରେ।

କର୍କଟ ରାଶିଫଳ 2025 ଅନୁସାରେ ଶିକ୍ଷାର କାରକ ଗ୍ରହ ବୁଧ 06 ଜୁନ 2025 ରୁ 22 ଜୁନ 2025 ଓ 15 ସେପ୍ଟେମ୍ବର 2025 ରୁ 03 ଅକ୍ଟୋବର 2025ର ଅବଧି ସମୟରେ ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ସକରାତ୍ମମକ ପରିଣାମ ପ୍ରଦାନ କରିବେ। ଏପରି ପରିସ୍ଥିତିରେ, ଆପଣ ସଫଳତା ପ୍ରାପ୍ତ କରିବେ। ଯଦି ଉଚ୍ଚ ଶିକ୍ଷା ବିଷୟରେ କହିବ ତେବେ ଏହି ଅବଧିରେ ଆପଣ ନିଜର ବୁଦ୍ଧି ବଢ଼ାଇବାରେ ସକ୍ଷମ ହେବେ। ଯଦି ଆପଣ ଉଛ ଶିକ୍ଷା କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଏହି ଦିଗରେ ଆଗକୁ ବଢ଼ିପରିବେ। ଏହି ସମୟରେ ଆପଣ ନିଜର କ୍ଷମତା ଜାଣିପାରିବେ।

କର୍କଟ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପାରିବାରିକ ଜୀବନ

ବାର୍ଷିକ ରାଶିଫଳ 2025 ଭବିଷ୍ୟବାଣୀ କହୁଛି ଯେ ଆସନ୍ତା ବର୍ଷ ମଈ ମାସ ପରେ ସମୟ କର୍କଟ ରାଶି ଲୋକଙ୍କ ପାରିବାରିକ ଜୀବନ ପାଇଁ ଅଧିକ ଭଲ ହେବ ନାହିଁ କାରଣ ଗୁରୁ ଗ୍ରହ ଆପଣଙ୍କ ରାଶିର ଦ୍ଵାଦଶ ଘରେ ଗୋଚର କରିବେ। ଶନି ଦେବ ମାର୍ଚ 2025 ପର୍ଯ୍ୟନ୍ତ ଆପଣଙ୍କର ଅଷ୍ଟମ ଘରେ ବସିବେ ଯାହା ପାରିବାରିକ ଜୀବନରେ ସମସ୍ଯା ଆଣିପାରେ।

ଅପ୍ରିଲ 2025ରୁ ଶନି ଦେବ ଆପଣଙ୍କର ନବମ ଘରେ ବିରାଜମାନ ହେବେ। ଏହା ଫଳରେ ପାରିବାରିକ ଜୀବନରୁ ମିଳୁଥିବା ପରିଣାମ ହାରାହାରି ହେବ। ଛାୟା ଗ୍ରହ କେତୁ ଅପନକର ଦ୍ଵିତୀୟ ଘରେ ଓ ରାହୁ ଆପଣଙ୍କର ଅଷ୍ଟମ ଘରେ ରହିବେ। ଆପଣଙ୍କର ପାରିବାରରେ ଚିନ୍ତା ଉତ୍ପନ୍ନ ହେବ ଯାହା ଫଳରେ ଆପଣଙ୍କ ଘର ଲୋକଙ୍କ ସହିତ ବିବାଦ ହୋଇପାରେ। ପରିବାରରେ ଖୁସି ରଖିବାକୁ ହେଲେ ସାମଞ୍ଜସ୍ୟ ରଖିବାକୁ ପଡ଼ିବ।

ବୃହସ୍ପତି ଗ୍ରହଙ୍କର ଗୋଚର ମିଥୁନ ରାଶିରେ ହେବା ଯୋଗୁଁ ପରିବାର ସଦସ୍ୟଙ୍କ ସହିତ ଆପଣଙ୍କର ଅହଂକାର ସହିତ ଜଡ଼ିତ ସମସ୍ଯା ଉପୁଜି ପାରେ। ମଈ ମାସରେ ପରିବାର ସଦସ୍ୟଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଆପଣଙ୍କ ବାଣୀରେ ଅହଂକାର ଥିବା ଦେଖାଯିବ।

କୋର୍ଟ କଚେରୀ ମାମଲା ସାମ୍ନା କରିବାକୁ ପଡ଼ିବ ଯାହାର ପ୍ରଭାବ ଆପଣଙ୍କ ଉପରେ ପଡ଼ିବ। ରାହୁ ଓ କେତୁଙ୍କ ସ୍ଥିତି ଯୋଗୁଁ ପରିବାର ପାଇଁ ପଇସା କହରଚ୍ଚ କରିବାକୁ ପଡ଼ିବ।

ଆଜି ଚନ୍ଦ୍ର କେତେବେଳେ ବାହାରିବେ? ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।

କର୍କଟ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପ୍ରେମ ଏବଂ ବୈବାହିକ ଜୀବନ

ଏହି କର୍କଟ ବାର୍ଷିକ ରାଶିଫଳ 2025 ଅନୁଯାୟୀ ବର୍ଷ 2025 ପ୍ରେମ ଓ ବୈବାହିକ ଜୀବନ ପାଇଁ ଟିକେ କଷ୍ଟସାଧ୍ୟ ହୋଇପାରେ କାରଣ ମଈ 2025 କୁ ହେବାକୁ ଥିବା ଗୁରୁ ଗୋଚର ଅନୁକୂଳ ହେବ ନାହିଁ। ଏହି ଗୋଚର ସମୟର ଗୁରୁ ଗ୍ରହ ଆପଣଙ୍କର ଦ୍ଵାଦଶ ଘରେ ବସିବେ।

ଶନି ଦେବ ମାର୍ଚ୍ଚ 2025 ପର୍ଯ୍ୟନ୍ତ ଆପଣଙ୍କର ଅଷ୍ଟମ ଘରେ ଉପସ୍ଥିତ ରହିବେ ଓ ଏହା ପରେ ଆପଣଙ୍କର ନବମ ଘରେ ପ୍ରବେଶ କରିବେ। ଆପଣଙ୍କର ପ୍ରେମ ଓ ବୈବାହିକ ଜୀବନରେ ତାଳମେଳ ହ୍ରାସ ପାଇବ।

ଛାୟା ଗ୍ରହ ରାହୁ ଦ୍ଵିତୀୟ ଘରେ ଓ କେତୁ ଅଷ୍ଟମ ଘରେ ରହିବେ। ଏପରି ପରିସ୍ଥିତିରେ ପାର୍ଟନର ସହିତ ସମସ୍ଯା ଦେଖାଯିବ। ଯେଉଁମାନେ ବିବାହ କରିବାକୁ ଯାଉଛଣାତୀ ସେମାନଙ୍କ ପାଇଁ ଏହି ଅବଧି ଭଲ ରହିବ ନାହିଁ।

ପ୍ରେମ ଓ ବିବାହ ଜୀବନର କାରକ ଗ୍ରହ ଶୁକ୍ର 29 ଜୁନ ରୁ 26 ଜୁଲାଇ ପର୍ଯ୍ୟନ୍ତ ଓ 02 ନଭେମ୍ବର ରୁ 26 ନଭେମ୍ବର ପର୍ଯ୍ୟନ୍ତ ଭଲ ସ୍ଥିତିରେ ରହିବେ। ଏହି ସମୟ ପ୍ରେମ ଓ ବିବାହ ପାଇଁ ଅନୁକୂଳ ରହିବାର ସମ୍ଭାବନା ଅଛି।

ଏଠାରେ କ୍ଲିକ କରି ମାଗଣାରେ କରାନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ !

କର୍କଟ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ସ୍ବାସ୍ଥ୍ୟ

କର୍କଟ ବାର୍ଷିକ ରାଶିଫଳ କହୁଛି ଯେ ଆସନ୍ତା ବର୍ଷ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅନୁକୂଳ ହେବ ନାହିଁ କାରଣ ଗୁରୁ ଦେବ ଆପଣଙ୍କର ଦ୍ଵାଦଶ ଘରେ ସ୍ଥିତ ରହିବେ। ରାହୁ ଅଷ୍ଟମ ଘରେ ରହିବେ ଯେତେବେଳେ କି କେତୁ ଦ୍ଵିତୀୟ ଘରେ।

ଗ୍ରହମାନଙ୍କର ଏହି ସ୍ଥିତି ଯୋଗୁଁ ଏହି ରାଶିର ଲୋକଙ୍କୁ ବେକ, ଗୋଡ଼ରେ ଯନ୍ତ୍ରଣା ହେବ ଓ ତାନ୍ତ୍ରିକ ତନ୍ତ୍ର ସହିତ ଜଡ଼ିତ ସମସ୍ଯା ହଇରାଣ କରିପାରେ। ଏହି ସ୍ବାସ୍ଥ୍ୟ ସମସ୍ଯା ଆପଣଙ୍କର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ହେବ। ନିଜର ରକ୍ତ ପରୀକ୍ଷା କରନ୍ତୁ। ସାଙ୍ଗରେ ନିୟମିତ ବ୍ୟାୟାମ୍ କରନ୍ତୁ। ଏହା ବ୍ୟତୀତ ଦ୍ଵିତୀୟ ଘରେ ରାହୁ ଥିବ ଯୋଗୁଁ ଆପଣଙ୍କୁ ଅକ୍ଷୟ ସହିତ ଜଡ଼ିତ ସମସ୍ଯା ହୋଇପାରେ।

ପ୍ରଭାବଶାଳୀ ପ୍ରତିକାର

  • ପ୍ରତିଦିନ ଦୂର୍ଗା ଚାଳିଶା ପାଠ କରନ୍ତୁ ଓ ମଙ୍ଗଳବାର ଦିନ ଏହାର ପାଠ କରିବା ବିଶେଷ ଫଳଦାୟୀ ହୋଇଥାଏ।
  • ଶନିବାର ଦିନ ଶନି ଗ୍ରହଣକ ପାଇଁ ଯଜ୍ଞ କରନ୍ତୁ।
  • ପ୍ରତିଦିନ 44 ଥର ଓଁ ମନ୍ଦାୟ ନମଃ ଜପ କରନ୍ତୁ।

ନିଜର ରାଶି ଅନୁସାରେ ପଢ଼ନ୍ତୁ, ସବୁଠାରୁ ସଠିକ ଆପଣଙ୍କର ଆଜିର ରାଶିଫଳ

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ମାଈକୁଣ୍ଡଳୀ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

ପ୍ରଶ୍ନ 1. 2025 କିପରି ରହିବ କର୍କଟ ରାଶି ଲୋକଙ୍କ ପାଇଁ ?

ଉତ୍ତର 1. ଏହି ବର୍ଷ କର୍କଟ ରାଶି ଲୋକଙ୍କ ପାଇଁ ଅଧିକ ଅନୁକୂଳ ପରିଣାମ ଆଣିବ।

ପ୍ରଶ୍ନ 2. କର୍କଟ ରାଶି ଲୋକଙ୍କ ପାଇଁ କେଉଁ ଅଙ୍କ ଭାଗ୍ୟଶାଳୀ ହୋଇଥାଏ?

ଉତ୍ତର 2. କର୍କଟ ରାଶି ଲୋକଙ୍କ ପାଇଁ 2 ଓ 7 ଅଙ୍କ ଭାଗ୍ୟଶାଳୀ ହୋଇଥାଏ।

ପ୍ରଶ୍ନ 3. କର୍କଟ ରାଶି ଲୋକ କାହାକୁ ପୂଜା କରିବା ଉଚିତ?

ଉତ୍ତର 3. କର୍କଟ ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ଚନ୍ଦ୍ର ଓ ଏହି ଲୋକଙ୍କୁ ଶିବଙ୍କର ଉପାସନା କରିବା ଉଚିତ।

ପ୍ରଶ୍ନ 4. କର୍କଟ ରାଶିରେ କେଉଁ ଗ୍ରହ ଦୁର୍ବଳ ଥାଆନ୍ତି?

ଉତ୍ତର 4. କର୍କଟ ରାଶି ଲୋକଙ୍କୁ ବୁଧ ଗ୍ରହ ସବୁବେଳେ କଷ୍ଟ ଦେଇଥାନ୍ତି, ବିଶେଷ କରି ସ୍ବାସ୍ଥ୍ୟ ସ୍ବାସ୍ଥ୍ୟ ସମ୍ବନ୍ଧରେ ।