Personalized
Horoscope

ବୃଷ ବାର୍ଷିକ ରାଶିଫଳ 2025

ଏହି ବର୍ଷ ପାଇଁ ବୃଷ ବାର୍ଷିକ ରାଶିଫଳ 2025 ବିଶେଷ ରୂପରେ ବୃଷ ରାଶି ଲୋକଙ୍କ ପାଇଁ ତିଆରି କରାଯାଇଛି। ଏହି ଭବିଷ୍ୟଫଳ ମାଧ୍ୟମରୁ ଆପଣଙ୍କୁ ଜୀବନର ବିଭିନ୍ନ କ୍ଷେତ୍ର ଯେପରି କି ଆର୍ଥିକ ଜୀବନ, କ୍ୟାରୀଅର, ପ୍ରେମ, ବିବାହ, ପରିବାର, ସ୍ବାସ୍ଥ୍ୟ, ବ୍ୟବସାୟ ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ସୂଚନା ପ୍ରାପ୍ତ ହେବ ଯାହା ବୈଦିକ ଶାସ୍ତ୍ର ଉପରେ ଆଧାରିତ। ଏବେ ଆମେ ଡେରି ନ କରି ଆଗକୁ ବଢ଼ିବା ଓ ଜାଣିବା ବୃଷ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ 2025 କ’ଣ ରଖିଛି।

ବୃଷ ବାର୍ଷିକ ରାଶିଫଳ 2025

Read in English - Taurus Yearly Horoscope 2025

ବୃଷ ବାର୍ଷିକ ରାଶିଫଳ ଅନୁସାରେ ଜ୍ଯୋତିଷଶାସ୍ତ୍ରରେ ରାଶି ଚକ୍ରର ଦ୍ଵିତୀୟ ରାଶି ହେଉଛି ବୃଷ ଯାହା ପୃଥିବୀ ତତ୍ଵର ରାଶି। ବୃଷ ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ଶୁକ୍ର ଦେବ ସେଥିପାଇଁ ଏହି ରାଶିର ଲୋକମାନେ ସାମାନ୍ଯ ରୂପରେ ଅନ୍ୟକୁ ସମର୍ଥନ କରୁଥିବା ଲୋକ। ଏହି ଲୋକମାନେ ଲକ୍ସରି ଜିନିଷ ଓ କ୍ରୀୟେଟିଭିଟି ପ୍ରତି ଆଗ୍ରହୀ। ବୃଷ ରାଶିର ସ୍ବାମୀ ଶୁକ୍ର ମହାରାଜ 29 ଜୁନ ରୁ ନିଜର ରାଶିରେ ରହିବେ ସେଥିପାଇଁ ଏହି ରାଶିର ଲୋକମାନେ ସକାରାତ୍ମକ ପରିଣାମ ପାଇବେ।

ଅଶାନ୍ତ ବର୍ଷ ଛାୟା ଗ୍ରହ ରାହୁ କୁମବ ରାଶିରେ ଓ କେତୁ ସିଂହ ରାଶିରେ ରହିବେ। ରାହୁ କୁମ୍ଭ ରାଶିରେ ଦଶମ ଘରେ ରହିବେ ଓ କେତୁ ସିଂହ ରାଶିରେ ଚତୁର୍ଥ ଘରେ ରହିବେ। ଏପରି ସ୍ଥିତିରେ ପୂର୍ବ ବର୍ଷ ତୁଳନାରେ ଆପଣଙ୍କୁ ହାରାହାରି ସଫଳତା ମିଳିବ୍। ଗୁରୁ ଗ୍ରହଙ୍କୁ ଆପଣଙ୍କୁ ବ୍ୟକ୍ତିଗତ ବିକାଶ ପାଇଁ ପ୍ରୋତ୍ସାହୀତ କରିବେ। ସେ ଆପଣଙ୍କର ଯାତ୍ରା ପାଇଁ ରୁଚି ବଢ଼ାଇବେ। ଯେଉମାନେ ବହୁ ଭାଷା ଶିଖୁଛନ୍ତି ସେମାନେ ଭବିଷ୍ୟତରେ ଭଲ ଫଳ ପାଇବେ।

ବର୍ଷ 2025ରେ ରାହୁଙ୍କର କୁମ୍ଭ ରାଶିରେ ଉପସ୍ଥିତି ଓ କେତୁଙ୍କର ସିଂହ ରାଶିରେ ଉପସ୍ଥିତି ଆପଣଙ୍କର ଜୀବନରେ ସୁଖ ସୁବିଧା କମ କରିପାରେ। ଏହା ବ୍ୟତୀତ ଏହି ଦୁଇଟି ଗ୍ରହ ଆପଣଙ୍କୁ କ୍ୟାରୀଅର ଓ ପାରିବାରିକ ଜୀବନରେ ମିଳିବାକୁ ଥିବା ସଫଳତାକୁ ପ୍ରଭାବିତ କରିପରନ୍ତି।

ଚାଲନ୍ତୁ ଏବେ ଆଗକୁ ବଢ଼ିବା ଓ ଜାଣିବା ବୃଷ ରାଶି ପାଇଁ ବାର୍ଷିକ ରାଶିଫଳ ବିଷୟରେ।

ଆଷ୍ଟ୍ରୋବାର୍ତ୍ତା : ଆମର ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ପାଆନ୍ତୁ ସମସ୍ତ ସମସ୍ୟାର ସମାଧାନ।

ବୃଷ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: କ୍ୟାରୀଅର

ବାର୍ଷିକ ରାଶିଫଳ 2025 କହୁଛି ଯେ ଏହି ବର୍ଷ ବୃଷ ରାଶି ଲୋକଙ୍କ ପାଇଁ ମଈ 2025 ପରେ ସମୟ କାର୍ଯ୍ୟରେ ଭଲ ପରିଣାମ ଦେବ କାରଣ ଗୁରୁ ଗ୍ରହ ଆପଣଙ୍କର ଚନ୍ଦ୍ର ରାଶିର ଦ୍ଵିତୀୟ ଘରେ ରହିବେ। କ୍ୟାରୀଅରର କାରକ ଗ୍ରହ ରୂପରେ ଶନି ଦେବ ମାର୍ଚ୍ଚ 2025 ରୁ ଆପଣଙ୍କର ଏକାଦଶ ଘରେ ରହିବେ। ଏପରି ପରିସ୍ଥିତିରେ କ୍ୟାରୀଅରରେ ଆପଣଙ୍କର ମାନ-ସମ୍ମାନ ବଢ଼ିବ। ସାଙ୍ଗରେ ଏହି ଅବଧି ରେ ଆପଣଙ୍କର ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ ଓ ଇନଶେନଟିଭ୍ ପରି ଲାଭ ମିଳିବ।

ଏହି ରାଶିରେ ଲୋକମାନଙ୍କ ପାଇଁ ବର୍ଷର ଦ୍ଵିତୀୟ ଭାଗ ଅର୍ଥାତ ଅପ୍ରିଲ 2025 ପରେ ସମୟ କ୍ୟାରୟର ରେ ପ୍ରଗତି ଦୃଷ୍ଟିରୁ ଅନୁକୂଳ ରହିବ। ଏହି ଲୋକମାନେ କାମରେ ବହୁତ ପରିଶ୍ରମ କରିବେ ଓ ପ୍ରୟାସ ବଳରେ କ୍ୟାରୀଅରରେ ସ୍ଥିରତା ଆଣିବେ। ଏହା ମଈ 2025 ପରେ ସମ୍ଭବ କାରଣ ଏହି ଅବଧିରେ ଲାଭକରି ଗ୍ରହ ବୃହସ୍ପତି ଆପଣଙ୍କର ଦ୍ଵିତୀୟ ଗହରେ ରହିବେ। ଯେତେବେଳେ ମାର୍ଚ୍ଚ 2025ରେ ଶନି ଦେବ ଆପଣଙ୍କର ଏକାଦଶ ଘରେ ବସିବେ, ସେତେବେଳେ ଏହା କ୍ୟାରୀଅରରେ ଧନ-ସମୃଦ୍ଧି ବୃଦ୍ଧି କରିବେ ଯେଉଁଥିପାଇଁ ଆପଣଙ୍କର ବୃତ୍ତିଗତ ଜୀବନରେ ସ୍ଥିରତା ଆସିବ। 2024 ତୁଳନାରେ ଏହି ବର୍ଷ ଆପଣଙ୍କର କ୍ୟାରୀଅରରେ ପ୍ରାପ୍ତ ହେବାକୁ ଥିବା ସଫଳତା ଶହେ ପ୍ରତିଶତ ରହିବାର ସମ୍ଭାବନା ଅଛି ଓ ଏହା ଆପଣଙ୍କର ପରିଶ୍ରମ ଯୋଗୁଁ ହେବ।

ଯେଉଁ ଲୋକମାନେ ଚାକିରି ଖୋଜୁଛନ୍ତି, ସେମାଙ୍କୁ ମାର୍ଚ୍ଚ 2025 ପରେ ନୂଆ ଚାକିରି ମିଳିପାରେ। ଏହି ପ୍ରକାର ସୁଯୋଗ ଆପଣଙ୍କୁ ସନ୍ତୁଷ୍ଟ କରିବ। ସାଙ୍ଗରେ, ଏହି ଲୋକମାନେ ନୂଆ ଚାକିରିରେ ପ୍ରୋମୋସନ ଓ ଅନ୍ୟ ଲାଭ ପ୍ରାପ୍ତ କରିବେ। ଯେତେବେଳେ ଗୁରୁ ଗ୍ରହ ମଈ 2025 ରେ ନିଜର ରାଶି ପରିବର୍ତ୍ତନ କରିବେ ସେତେବେଳେ ଆପଣଙ୍କର ଦ୍ଵିତୀୟ ଘରେ ପ୍ରବେଶ କରିବେ। ସେ ଆପଣଙ୍କର ଚକିରୀରେ ପ୍ରଗତି ବଢ଼ାଇବେ। ଆପଣ ଆତ୍ମବିଶ୍ଵାସରେ ପରିପୂର୍ଣ ରହିବେ। ଆପଣ କାର୍ଯ୍ୟକ୍ଷେତ୍ରରେ ନିଜର ନେତୃତ୍ବ କ୍ଷମତାର ପ୍ରଦର୍ଶନ କରିବେ ଓ ନିଜର କ୍ଷମତା ବରିଷ୍ଟ ଓ ସହଯୋଗୀଙ୍କ ସାମ୍ନାରେ ପ୍ରମାଣ କରିବେ।

ବୃଷ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଆର୍ଥିକ ଜୀବନ

ଏହି ବର୍ଷର ବୃଷ ବାର୍ଷିକ ରାଶିଫଳ 2025 ଭବିଷ୍ୟବାଣୀ କରୁଛି ଯେ ବୃଷ ରାଶି ଲୋକମାନଙ୍କ ପାଇଁ ମଈ ରୁ ଜୁନ ପର୍ଯ୍ୟନ୍ତ ସମୟ ଭଲ ରହିବ। ମାର୍ଚ୍ଚ 2025 ରୁ ଶନି ମହାରାଜ ଆପଣଙ୍କର ଏକାଦଶ ଘରେ ରହିବେ। ମଈ 2025 ପରେ ଗୁରୁ ଗ୍ରହଙ୍କର ସ୍ଥିତି ଅନୁକୂଳ ରହିବ ଓ ଆପଣଙ୍କର ଜୀବନକୁ ଧନ-ଧାନ୍ୟରେ ପୂର୍ଣ କରିବେ। କିନ୍ତୁ, ଆସନ୍ତା ବର୍ଷର ପ୍ରଥମ 6 ମାସ ଅର୍ଥାତ ଜାନୁଆରୀରୁ ଜୁନ ପର୍ଯ୍ୟନ୍ତ ଆପଣଙ୍କୁ ଧନ ହାନି ସାମ୍ନା କରିବା ପାଇଁ ପଡ଼ିବ। ଏହାର ପରିଣାମସ୍ବରୂପ ଆପଣଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଅଯାଇଛି। ଏହା ଏଠିପାଇଁ ହେବ କାରଣ ଗୁରୁ ମହାରାଜ ଆପଣଙ୍କର ଅଷ୍ଟମ ଘରେ ରହିବେ।

ସକାରାତ୍ମକ ପକ୍ଷରୁ ମାର୍ଚ୍ଚ 2025 ଅବଧିରେ ଆପଣଙ୍କର ଆୟ କମିଯିବ। ମଈ 2025ରେ ହେବାକୁ ଥିବା ବୃହସ୍ପତିଙ୍କ ଗୋଚର ଆପଣଙ୍କର ଆର୍ଥିକ ସ୍ଥିତିକୁ ଦୃଢ଼ କରିବ। ଏପରି ପରିସ୍ଥିତରେ ଆପଣ ଧନ ସଞ୍ଚୟ କରିପାରିବେ। ଯଦି ଆପଣ କୌଣସି ବଡ଼ ବିନିଯୋଗ କରିବା ପାଇଁ ଚାହାନ୍ତି ତେବେ ସେଥିରୁ ଭଲ ରିଟାର୍ନ ମିଳିବ।

ଆପଣ ଓ ଆପଣଙ୍କ ଜୀବନସାଥୀର ନାମ ଦ୍ବାରା କେତୋଟି ଗୁଣ ମିଶୁଛି? ଜାଣିବା ପାଇଁ ବେ କ୍ଲିକ କରନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ

ବୃଷ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଶିକ୍ଷା

ବାର୍ଷିକ ରାଶିଫଳ 2025 ଭବିଷ୍ୟବାଣୀ କହୁଛି ଯେ ବୃଷ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ବର୍ଷର ଦ୍ବିତୀୟ ଭାଗ -ମଈ 2025 ପରେ ସମୟ ଭଲ ରହିବ। ଏପରି ସ୍ଥିତିରେ, ଆପଣ ଭଲରେ ପାଠ ପଢ଼ିପାରିବେ। ଶନି ଓ ଗୁରୁ, ଦୁଇଟି ଗ୍ରହ ଆସନ୍ତା ବର୍ଷ ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରଗତିର ମାର୍ଗରେ ନେଇଯିବେ।

ବର୍ଷର ପ୍ରଥମ 6 ମାସ ଏହି ଲୋକମାନଙ୍କୁ ଶିକ୍ଷାରେ ସଫଳତା ପାଇବା ପାଇଁ ଧ୍ୟାନ ଦେଇ ପାଠ ପଢ଼ିବାକୁ ପରାମର୍ଶ ଦିଅଯାଇଛି। ହୋଇପାରେ ଆପଣ ଯାହା ପଢ଼ିବେ, ତାକୁ ମନେ ରଖିବାରେ ସମସ୍ଯା ହୋଇପାରେ। ଆପଣଙ୍କର ଏକାଗ୍ରତା ଦୁର୍ବଳ ହୋଇପାରେ। ।

ଏହି ରାଶିର ଯେଉଁ ଛାତ୍ରଛାତ୍ରୀମାନେ ଏଡଭାନ୍ସ ସ୍ଟଡିସ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ମଈ 2025 ପରେ ସମୟ ଅନୁକୂଳ ରହିବ। ଆପଣ ଏହି ସମ୍ବନ୍ଧରେ କୌଣସି ବଡ଼ ନିଷ୍ପତି ନେଇପାରିବେ। ମଈ ପୂର୍ବରୁ ଆପଣଙ୍କ ଦ୍ବାରା ଉଚ୍ଚ ଶିକ୍ଷା ସମ୍ବନ୍ଧିତ ନିଆଯାଇଥିବା କୌଣସି ନିଷ୍ପତି ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇଇପାରେ।

ଜ୍ଞାନର କାରକ ଗ୍ରହ ବୃହସ୍ପତି ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ଆଶୀର୍ବାଦ କରିବେ ଓ ସେ ଆପଣଙ୍କୁ ଉଚ୍ଚ ଶିକ୍ଷା ପାଇଁ ପ୍ରେରଣା ଦେବେ। ଅପ୍ରିଲ 2025 ପର୍ଯ୍ୟନ୍ତ ଏଡଭାନ୍ସ ସ୍ଟଡିସ ସହିତ ଜଡ଼ିତ କୌଣସି ନିଷ୍ପତି ନିଅନ୍ତୁ ନାହିଁ। ଏହି ଅବଧିରେ ଆପଣଙ୍କର କ୍ଷମତା କମ ରହିବ।

ବୃଷ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପାରିବାରିକ ଜୀବନ

ବାର୍ଷିକ ରାଶିଫଳ 2025 କହୁଛି ଯେ ଆସନ୍ତା ବର୍ଷ ମଈ ପରେ ବୃଷ ରାଶି ଲୋକମାନଙ୍କର ପାରିବାରିକ ଜୀବନ ଭଲ ରହିବ କାରଣ ଏହି ଅବଧିରେ ହେବାକୁ ଥିବା ଗୁରୁ ଗୋଚର ଆପଣଙ୍କ ପାଇଁ ଅନୁକୂଳ ରହିବ। ଆପଣଙ୍କର ଘର ପାରୁବାରରେ ସୁଖ ଶାନ୍ତ ରହିବ। ଶନିଙ୍କର ଏକାଦଶ ଘରେ ଉପସ୍ଥିତି ଆପଣଙ୍କର ପରିବାରର ଦାୟିତ୍ବକୁ ନିଜ ଉପରେ ନେବା ଓ ସମସ୍ଯାକୁ ପରିଚାଳନା କରିବାକୁ ପ୍ରୋତ୍ସାହିତ କରିବ।

ଏହି ରାଶିର ଲୋକମାନେ ଏହି ସମୟରେ ନିଜର ପାର୍ଟନର ସହିତ ପ୍ରେମପୂର୍ଣ ସମ୍ପର୍କ ରଖିବେ ଓ ଆପଣ ପରସ୍ପର ସହିତ ନିଜର ଚିନ୍ତାଧାରା ବାଣ୍ଟିବେ। ଆପଣ ପ୍ରସନ୍ନ ଓ ସନ୍ତୁଷ୍ଟ ଦେଖାଯିବେ। ଆପଣଙ୍କର ହସଖୁସିଆ ଚେହେରା ପରିବାର ଲୋକଙ୍କୁ ଖୁସି ରଖିବ। ମଈ 2025 ରେ ଘରେ କୌଣସି କାର୍ଯ୍ୟ ହେବାର ସମ୍ଭାବନା ଅଛି। ଅପ୍ରିଲ 2025ରେ ଆପଣଙ୍କୁ ଘର-ପରିବାରରେ ବିବାଦ କିମ୍ବା ମତଭେଦ ସାମ୍ନା କରିବାକୁ ପଡ଼ିପାରେ ଯାହା ପାରସ୍ପରିକ ବୁଝାମଣାର ଅଭାବ ଯୋଗୁଁ ହୋଇପାରେ। ବୃଷ ବାର୍ଷିକ ରାଶିଫଳ 2025 କହୁଛି ଯେ ଏହି ଲୋକମାନେ ପରିବାରରେ ଅହଂକାର ସହିତ ଜଡ଼ିତ ସମସ୍ଯା ସାମ୍ନା କରିପାରନ୍ତି।

ଆଜି ଚନ୍ଦ୍ର କେତେବେଳେ ବାହାରିବେ? ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।

ବୃଷ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପ୍ରେମ ଏବଂ ବୈବାହିକ ଜୀବନ

ବୃଷ ରାଶିଫଳ 2025 ଅନୁସାରେ ଏହି ରାଶିର ଲୋକମାନଙ୍କର ପ୍ରେମ ଓ ବୈବାହିକ ଜୀବନ ପାଇଁ 2025ରେ ମଈ ପରେ ସମୟ ଉତ୍ତମ ରହିବ କାରଣ ଅପ୍ରିଲ 2025 ପର୍ଯ୍ୟନ୍ତ ପ୍ରେମ ଜୀବନରେ ଅପନକଣୁ କିଛି ଅସୁବିଧା ସାମ୍ନା କରିବା ପାଇଁ ପଡ଼ିପାରେ। ସାଙ୍ଗରେ, ଆପଣଙ୍କୁ ପ୍ରେମ ସହିତ ଜଡ଼ିତ ମାମଲାରେ ଅସଫଳତା ପ୍ରପାତ ହୋଇପାରେ। କିନ୍ତୁ ମଈ 2025 ପରେ ପ୍ରେମ ଜୀବନରେ ସଫଳତା ପାଇବା ପାଇଁ ସକ୍ଷମ ହେବେ। ଯଦି ଆପଣ ବିବାହ କରିବାକୁ ଚାହାନ୍ତି ତେବେ ମଈ ପରେ ସମୟ ଏହା କରିବା ପାଇଁ ଭଲ ରହିବ, କିନ୍ତୁ ଏହି ମାସ ପୂର୍ବରୁ ବିବାହ କରନ୍ତୁ ନାହିଁ। ଆପଣଙ୍କର ଦଶମ ଘରେ ବସିଥିବା ରାହୁ ଓ ଚତୁର୍ଥ ଘରେ ଥିବା କେତୁ ଆପଣଙ୍କର ବୈବାହିକ ଜୀବନରେ ସମସ୍ଯା ଉତ୍ପର୍ଣ୍ଣ କରିପାରନ୍ତି। ଯଦି ଆପଣ ବିବାହ କରିବା ପାଇଁ ଭାବୁଛନ୍ତି ତେବେ ଅପ୍ରିଲ 2025 ପର୍ଯ୍ୟନ୍ତ ଏହି ନିଷ୍ପତି ସ୍ଥଗିତ ରଖନ୍ତୁ କାରଣ ଏହି ସମୟ ଅନୁକୂଳ ନୁହେଁ।

ବାର୍ଷିକ ରାଶିଫଳ 2025 ଅନୁଯାୟୀ ଆପଣଙ୍କର ରାଶିର ସ୍ବାମୀ ଓ ପ୍ରେମ ଏବଂ ବିବାହର କାରକ ଗ୍ରହ ଶୁକ୍ରଙ୍କର ସ୍ଥିତି 29 ଜୁନ ରୁ 26 ଜୁଲାଇ ପର୍ଯ୍ୟନ୍ତ ବହୁତ ଭଲ ରହିବ। ଏହା ପରେ ସେ 02 ନଭେମ୍ବର ରୁ 26 ନଭେମ୍ବର ପର୍ଯ୍ୟନ୍ତ ଦୃଢ଼ ସ୍ଥିତିରେ ରହିବେ। ଏହି ସମୟରେ ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିବ ଓ ପ୍ରେମ ବିବାହ ମାମଲାରେ ସକରତ୍ମକ ପରିଣାମ ପ୍ରାପ୍ତ ହେବ।

ଏହୟ ଲୋକମାନେଙ୍କ ପାଇଁ ବିବାହ ଶୁଭ ହେବ। ଯଦି ଆପଣ ବିବାହ କରିବାକୁ ଚାହାନ୍ତି ତବେ ମଈ 2025 ପରେ ଆପଣ ଏହି ଦିଗରେ ଆଗକୁ ବଢ଼ିପରିବେ କାରଣ ଗୁରୁ ଗ୍ରହ ଆପଣଙ୍କର ଦ୍ଵିତୀୟ ଘରେ ରହିବେ। ବୃଷ ରାଶି ଲୋକମାନେ ପାର୍ଟନର ସହିତ ଉଚ୍ଚ ମୂଲ୍ୟ ସ୍ଥାପନ କରିବା ପାଇଁ ସକ୍ଷମ ହେବେ।

ଏଠାରେ କ୍ଲିକ କରି ମାଗଣାରେ କରାନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ !

ବୃଷ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ସ୍ବାସ୍ଥ୍ୟ

ବାର୍ଷିକ ରାଶିଫଳ କହୁଛି ଯେ ବର୍ଷ 2025 ବୃଷ ରାଶି ଲୋକଙ୍କୁ ଅପ୍ରିଲ 2025ରେ ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖିବାକୁ ପଡ଼ିବ କାରଣ ସ୍ବାସ୍ଥ୍ୟ ସମସ୍ଯା ହୋଇପାରେ ଯାହା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ସମ୍ଭବ ହେବ। ଏହି ଲୋକମାନଙ୍କଊ ଆତ୍ମବିଶ୍ଵାସୀ ହେବା ସହିତ ଶାରୀରିକ ଓ ମାନସିକ ଭାବରେ ଦୃଢ଼ ହେବାକୁ ପରାମର୍ଶ ଦିଅଯାଇଛି। ବୃଷ ବାର୍ଷିକ ରାଶିଫଳ 2025 ଅନୁଯାୟୀ ଏହା କରିବା ମଈ 2025 ପରେ ଆପଣଙ୍କ ପାଇଁ ସମ୍ଭବ ହେବ କାରଣ ଗୁରୁ ଗୋଚର ଆପଣଙ୍କୁ ଭଲ ପରିଣାମ ଦେବ। ଦ୍ଵିତୀୟ ଘରେ ଗୁରୁ ଗ୍ରହଙ୍କର ଉପସ୍ଥିତି ଆପଣଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବ। ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଆଗ ଅପେକ୍ଷା ଭଲ ରହିବ।

ପ୍ରତିକାର

  • ପ୍ରତିଦିନ ଲଳିତା ସହସ୍ରନାମ ପାଠ କରନ୍ତୁ।
  • ଗୁରୁବାର ଦୁରୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
  • ପ୍ରତିଦିନ 21 ଥର "ଓଁ ଗୁରବେ ନମଃ" ଜପ କରନ୍ତୁ।

ନିଜର ରାଶି ଅନୁସାରେ ପଢ଼ନ୍ତୁ, ସବୁଠାରୁ ସଠିକ ଆପଣଙ୍କର ଆଜିର ରାଶିଫଳ

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ମାଈକୁଣ୍ଡଳୀ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

ପ୍ରଶ୍ନ 1. 2025 ରେ ବୃଷ ରାଶି ଲୋକଙ୍କ ପାଇଁ ଭଲ ଦିନ କେବେ ଆସିବ?

ଉତ୍ତର 1. ବର୍ଷ 2025 ବୃଷ ରାଶି ଲୋକଙ୍କ ପାଇଁ ଭଲ ରହିବ। ବିଭିନ୍ନ କ୍ଷେତ୍ରରେ ଶୁଭ ପରିଣାମ ମିଳିବ।

ପ୍ରଶ୍ନ 2. କ’ଣ ବୃଷ ରାଶି ପାଇଁ 2025 ଭାଗ୍ୟଶାଳୀ ହେବ?

ଉତ୍ତର 2. ବର୍ଷ 2025 ର ଆରମ୍ବ କ୍ୟାରୀଅର ପାଇଁ ଶୁଭ ହେବ। ପ୍ରେମ ଓ ବୈବାହିକ ଜୀବନ ମଧ୍ୟ ଅନୁକୂଳ ରହିବ।

ପ୍ରଶ୍ନ 3. ବୃଷ ରାଶି ଲୋକମାନେ କାହାର ପୂଜା କରିବା ଉଚିତ?

ଉତ୍ତର 3. ଏହି ରାଶିର ଲୋକଙ୍କ ପାଇଁ ମା ଦୂର୍ଗାଙ୍କର ପୂଜା କରିବା ଶୁଭ ଅଟେ।

ପ୍ରଶ୍ନ 4. ବୃଷ ରାଶିର ଇଷ୍ଟ ଦେବ କିଏ?

ଉତ୍ତର 4. ଜ୍ଯୋତିଷଶାସ୍ତ୍ର ଅନୁସାରେ ତୁଳା ଓ ବୃଷ ରାଶିର ଅଧିପତି ହେଉଛନ୍ତି ଶୁକ୍ର ଗ୍ରହ।